Download Now Banner

This browser does not support the video element.

ବୌଦ୍ଧ ସଦର: ମୁଣ୍ଡାପଡା ଅଞ୍ଚଳରେ ସପ୍ତପୁରୀ ଅମାବାସ୍ୟା ଅବସରରେ ପୁରା ଉଆଁସ ପର୍ବ ପାଳିତ

Baudh Sadar, Boudh (Bauda) | Aug 23, 2025
ଶନିବାର ମୁଣ୍ଡାପଡା ଅଞ୍ଚଳରେ ସପ୍ତପୁରୀ ଅମାବାସ୍ୟା ଅବସରରେ ପୁରା ଉଆଁସ ପର୍ବ ପାଳନ ହୋଇ ଯାଇଛି l ମୁଣ୍ଡାପଡା ସ୍ଥିତ ଦେବୀ କନ୍ଧେନ ବୁଢୀ ଠାକୁରାଣୀଙ୍କ ପିଠରେ ବାଳକ ବାଳିକା ମାନେ ସମବେତ ହେବା ପରେ ପୂଜାର୍ଚ୍ଚନା କରାଯାଇ ପୁରା ଉଆଁସ ଖେଳ ଆରମ୍ଭ ହୋଇଥିଲା | ବୀମଳ ସେନ ଭୋଇ ଓ ମା ଫ୍ରେଣ୍ଡ୍ କ୍ଲବର ଅନ୍ୟ ସଦସ୍ୟଙ୍କ ତତ୍ୱାବଧାନରେ ଆୟୋଜିତ ଉକ୍ତ ପୁରା ଉଆଁସ କାର୍ଯ୍ୟକ୍ରମରେ ଶିଶୁ ମାନଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ |
Read More News
T & CPrivacy PolicyContact Us