Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ବିଶେଶ୍ବର ବସ୍ତିରେ ଥିବା ଦୁଇଟି ପାନ ଦୋକାନରେ ବେଆଇନ ଗଞ୍ଜେଇ ବିକ୍ରି କରୁଥିବା ଅଭିଯୋଗ ରେ 2ମହିଳା ଗିରଫ କଲା ସହିଦନଗର ପୋଲିସ

Bhubaneswar M Corp, Khordha | Sep 2, 2025
ଶହୀଦନଗର ଥାନାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସମ୍ପୃକ୍ତ ଥାନାର ଏକ ପେଟ୍ରୋଲିଙ୍ଗ ଟିମ୍ ନିଜ ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା ବେଳେ, ଦୁଇ ମହିଳା ଅଭିଯୁକ୍ତ ବିଶେଶ୍ବର ବସ୍ତିରେ ଥିବା ଦୁଇଟି ପାନ ଦୋକାନରେ ବେଆଇନ ଗଞ୍ଜେଇ ବିକ୍ରି କରୁଥିବା ନେଇ ଏକ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଥିଲେ । ମିଳିଥିବା ଏହି ସୂଚନା ଆଧାରରେ ପେଟ୍ରୋଲିଙ୍ଗ ଟିମ ଘଟଣା ସ୍ଥଳରେ ଅତର୍କିତ ଚଢଉ କରି ଦୁଇ ଅଭିଯୁକ୍ତଙ୍କୁ କାବୁ କରିଛନ୍ତି । ଛାନଭିନ ସମୟରେ ପୁଲିସ ଅଭିଯୁକ୍ତ ସୁଷମା ସାମଲଙ୍କ ହେପାଜତରୁ ୧.୮ କେଜି ଓଜନର ଗଞ୍ଜେଇ, ଏକ ସ୍କୁଟି ଏବଂ ୧୩,୫୭୫ ଟଙ୍କା  ଜବତ କରିଛି |
Read More News
T & CPrivacy PolicyContact Us