This browser does not support the video element.
କୋରାପୁଟ ସହର: କୋରାପୁଟ ବାଇପାସ୍ ରାସ୍ତା ନିର୍ମାଣ ନେଇ ସରକାରୀ ବାସଭବନରେ ପ୍ରତିକ୍ରିୟା ରଖିଲେ ବିଧାୟକ ରଘୁରାମ ମାଛ
Koraput Town, Koraput | Aug 26, 2025
କୋରାପୁଟ ବାଇପାସ୍ ନିର୍ମାଣ ନେଇ ସରକାରୀ ବାସଭବନରେ ପ୍ରତିକ୍ରିୟା ରଖିଛନ୍ତି କୋରାପୁଟ ବିଧାୟକ ରଘୁରାମ ମାଛ । ପୁର୍ବରୁ ପ୍ରସ୍ତୁତି ହୋଇଥିବା ଆଲାଇମେଣ୍ଟ ବାଇପାସ୍ ନିର୍ମାଣ ନେଇ ଅସୁବିଧା ହୋଇଥିଲା ଗତକାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆୟୋଜିତ ବୈଠକରେ ନୁତନ ଆଲାଇମେଣ୍ଟ ଅନୁମୋଦିତ ହୋଇଛି। ଖୁବଶୀଘ୍ର ବାଇପାସ୍ ରାସ୍ତା ନିର୍ମାଣ ପ୍ରକ୍ରିୟା ଆରମ୍ଭ ହେବା ନେଇ ଆଜି ଅପରାହ୍ନ ୪ଟା ସମୟରେ ପ୍ରତିକ୍ରିୟା ରଖିଛନ୍ତି କୋରାପୁଟ ବିଧାୟକ।