Download Now Banner

This browser does not support the video element.

ନୟାଗଡ: ଦଶପଲ୍ଲା ବ୍ଲକ ସଭା ଗୃହ ପରିସରରେ ଜନ ଶୁଣାଣି ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

Nayagarh, Nayagarh | Aug 25, 2025
ଜନ ଶୁଣାଣି ଶିବିର କାର୍ଯ୍ୟକ୍ରମ ଅନୁଷ୍ଟିତ । ସୂଚନା ମୁତାବକ ଆଜି ମଧାହ୍ନ ୧୨ ଘଟିକା ସମୟରେ ଜନ ଶୁଣାଣି ଶିବିର ଦଶପଲ୍ଲା ବ୍ଲକ ସଭା ଗୃହରେ ଅନୁଷ୍ଠିତ ହେଇଯାଇଅଛି। ଆଜିର କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଏଶିପି ଏସ ସୁଶ୍ରୀ ଉପସ୍ଥିତ ରହିଥିଲେ। ତତ୍ ସହିତ ଆଜିର କାର୍ଯ୍ୟକ୍ରମ ରେ ଉପଜିଲ୍ଲାପାଳ,ଜିଲ୍ଲା ପରିଷଦ କାର୍ଯୟନିର୍ବାହୀ ଅଧିକାରି ଲଗ୍ନ ଜିତ ରାଉତ ବ୍ଲକ୍ ବିଡ଼ିଓ ଏବଂ ବ୍ଲକ୍ ସମସ୍ତ ସରକାରୀ ଅଧିକାରୀ ମାନେ ଯୋଗ ଦେଇଥିଲେ।
Read More News
T & CPrivacy PolicyContact Us