Download Now Banner

This browser does not support the video element.

ଚମ୍ପୁଆ: ବଡବିଲ ଉସୁ ଷ୍ଟାଡିୟମରେ ପଦକ ପାଇଥିବା ଖେଳାଳିଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ ପୌରନିର୍ବାହୀ ଅଧିକାରୀ

Champua, Kendujhar | Sep 9, 2025
ଚଳିତ ମାସ ୬ ଓ ୭ ତାରିଖରେ ବାରିପଦାରେ ଆୟୋଜିତ ଉଶୁ ପ୍ରତିଯୋଗିତାରେ ବଡବିଲ ଉଶୁ ଷ୍ଟାଡିୟମର ୧୭ ଜଣ ଖେଳାଳି ଭାଗ ନେବା ସହ ଉତ୍କୃଷ୍ଟ ପ୍ରଦର୍ଶନ କରି ୧୫ଟି ଗୋଲ୍ଡ ଓ ୨ଟି ସିଲ୍ଭର ମେଡାଲ ହାସଲ କରିଥିଲେ। ଯାହା ବଡବିଲ ସହ ସମଗ୍ର କେନ୍ଦୁଝର ଜିଲ୍ଲା ପାଇଁ ଗର୍ବର ବିଷୟ। ଏହି ଖେଳାଳିଙ୍କ କୃତିତ୍ୱ ପାଇଁ ଆଜି ବଡବିଲ ପୌରନିର୍ବାହୀ ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକ ଉସୁ ଷ୍ଟାଡିୟମ ପହଞ୍ଚି ଖେଳାଳି ମାନଙ୍କୁ ସମ୍ବର୍ଦ୍ଧନା ଜଣାଇବା ସହ ସମସ୍ତ ସହଯୋଗ ପ୍ରଦାନ କରିବାକୁ ଆଶ୍ଵାସନା ଦେଇଥିଲେ।
Read More News
T & CPrivacy PolicyContact Us