Download Now Banner

This browser does not support the video element.

ଯାଜପୁର: ବ୍ୟାସନଗର ମହାବିଦ୍ୟାଳୟ ଶିକ୍ଷା ବିଭାଗ ପକ୍ଷରୁ ବ୍ୟାସ ବତ୍କୃତା ମାଳା ଉତ୍ସବ ଅନୁଷ୍ଠିତ,ଯୋଗଦେଲେ ଅନେକ ଵକ୍ତା

Jajapur, Jajpur | Sep 11, 2025
ବ୍ୟାସନଗର ମହାବିଦ୍ୟାଳୟ ଶିକ୍ଷା ବିଭାଗ ପକ୍ଷରୁ ବ୍ୟାସ ବତ୍କୃତା ମାଳା ଉତ୍ସବ ଅନୁଷ୍ଠିତ,ଯୋଗଦେଲେ ଅନେକ ଵକ୍ତା l ଆଜି ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଶାସନିକ ଅଧିକାରୀ ଧନୁଞ୍ଜୟ ସ୍ୱାଇଁ ଓ ବିଶିଷ୍ଠ ପ୍ରବଚକ ବୀରେନ୍ଦ୍ର କୁମାର ପଣ୍ଡା ଅତିଥିଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l ଏଥିସହିତ ଆଜିର ସମାଜର ବିକାଶ ପାଇଁ ସାହିତ୍ୟର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ l
Read More News
T & CPrivacy PolicyContact Us