Download Now Banner

This browser does not support the video element.

ସୁନ୍ଦରଗଡ ସହର: ଡୁଡୁକା ଛକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁକୁ କେନ୍ଦ୍ର କରି ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ ଜାରି, ରାସ୍ତା ଉପରେ ତମ୍ବୁ ଟାଣି ବସିଲେ ମହିଳା

Sundargarh Town, Sundargarh | Sep 12, 2025
ଆଜି ସେପ୍ଟେମ୍ୱର 12 ତାରିଖ ଶୁକ୍ରବାର ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ବାଇକ ଚାକକଙ୍କ ଭୋର ସମୟରେ ମୃତ୍ୟୁ ହୋଇଛି। ତେବେ ଏହି ଘଟଣା ଗତକାଲି ବିଳମ୍ବିତ ସନ୍ଧ୍ୟାରେ ଘଟିଥିଲା। ରାସ୍ତା ଉପରେ ଠିଆ ହୋଇ ରହିଥିବା ଏକ ଟ୍ରଲର OD-14 Q-4345 ପଛରେ ପିଟି ହୋଇ ବୁଲେଟ OD -16N -2525 ଚାଳକ ତ୍ରିନାଥ ନାଏକ ଗୁରୁତର ହୋଇଥିଲେ। ତାଙ୍କୁ ସ୍ଥାନୀୟ ଚିକିତ୍ସାଳୟରେ କେତେକ ଚିକିତ୍ସା ପାଇଁ ଭର୍ତ୍ତି କରିବା ସହ ବୁଲେଟ ଟିକୁ ଘଟଣା ସ୍ଥଳରେ ରଖି ଜଗି ରହିଥିଲେ। ଆଜି ତ୍ରିନାଥଙ୍କ ମୃତ୍ୟୁ ଖବର ଜଣା ପଡିବା ପରେ ଉତ୍ୟକ୍ତ ଲୋକେ କ୍ଷତି ପୂରଣଦାବୀରେ ରାସ୍ତା ଅବ
Read More News
T & CPrivacy PolicyContact Us