Download Now Banner

This browser does not support the video element.

ସୋହେଲା: ସୋହେଲା ବିଇଓ କାର୍ଯ୍ୟାଲୟରେ ଆଜି ମୌଳିକ ସାକ୍ଷରତା ସଂଖ୍ୟାଜ୍ଞାନ ସମ୍ପର୍କିତ ବ୍ଲକସ୍ତରୀୟ ଶିକ୍ଷା ସମୀକ୍ଷା ବୈଠକ ଅନୁଷ୍ଠିତ,ଯୋଗଦେଲେ ABEO

Sohela, Bargarh (Baragarh) | Sep 25, 2025
ସୋହେଲା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଠାରେ ସୋହେଲା ମ ବିଇଓ ଅମୃତା ସାହୁଙ୍କ ନିର୍ଦ୍ଦେଶରେ ଆଜି 2 PM ରୁ 4 PM ପର୍ଯ୍ୟନ୍ତ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ପର୍କିତ ବ୍ଲକସ୍ତରୀୟ ଶିକ୍ଷା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏବିଇଓ ତଥା ବିଆରସିସି ମନୋହର ଉଟୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ବ୍ଲକର ସମସ୍ତ ସି ଆର ସି ସି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏବିଇଓ ମୋତିଲାଲ ନନ୍ଦ ମଧ୍ଯ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ।
Read More News
T & CPrivacy PolicyContact Us