Download Now Banner

This browser does not support the video element.

ଆସିକା: ବିଜୁପଟନାୟକ ଇଣ୍ଡୋର ଷ୍ଟାଡିୟମ ଠାରେ ପ୍ରସ୍ତୁତି ବୈଠକ,ତିନିଦିନ ବ୍ୟାପି ଅନୁଷ୍ଠିତ ହେବ ଜିଲ୍ଲା ସ୍ତରୀୟ ବ୍ୟାଡ଼ ମିଣ୍ଟନ ପ୍ରତିଯୋଗିତା

Asika, Ganjam | Aug 28, 2025
ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ୍ ହରିହର ହାଇସ୍କୁଲ ସ୍ଥିତ ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ପରିସରରେ ତିନିଦିନ ବ୍ୟାପି ଅନୁଷ୍ଠିତ ହେବ ଜିଲ୍ଲା ସ୍ତରୀୟ ବ୍ୟାଡ଼ ମିଣ୍ଟନ ପ୍ରତିଯୋଗିତା l ଏ ନେଇ ଜାରିରହିଛି ପ୍ରସ୍ତୁତି l ପ୍ରତିଯୋଗିତା ଆୟୋଜନ ନେଇ ଆଜି ଇଣ୍ଡୋର ଷ୍ଟାଡିୟମ ଠାରେ ଆସିକା ବ୍ୟାଡ଼ ମିଣ୍ଟନ କ୍ଳବ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ପ୍ରତିଯୋଗିତାରେ ଜିଲ୍ଲା ରୁ ୪୦ ରୁ ୫୦ ବ୍ୟାଡ଼ ମିଣ୍ଟନ ଟିମ୍ ଯୋଗ ଦେବେ l
Read More News
T & CPrivacy PolicyContact Us