Download Now Banner

This browser does not support the video element.

ଭୋଗରାଇ: ଭଣଜା ବୋହୁଙ୍କୁ ଯୌତୁକ ନିର୍ଯ୍ୟାତନା କମର୍ଦ୍ଦା ଥାନାରେ ଅଭିଯୋଗ,ମାମଲା ରୁଜୁ କରି ଜଣଙ୍କୁ ଅଟକ କଲା କମର୍ଦ୍ଦା ପୋଲିସ ।

Bhograi, Balasore | Sep 7, 2025
ଯୌତୁକ ପାଇଁ ଭଣଜା ବହୁକୁ ଅସାଧାରଣ,ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ହତ୍ୟା କରିବାକୁ ଉଦ୍ୟମ କରୁଥୁଲେ ମାମୁ। ଏ ନେଇ ଭଣଜା ବହୁ କମର୍ଦ୍ଦା ଥାନାରେ ଲିଖିତ ଅଭିଯୋଗ କରିବା ପରେ ମାମଲା ରୁଜୁ ହୋଇଛି। ଘଟଣାରେ ମାମୁ ବ୍ରଜ ଗୋପଳ ଦାସ ଅଧିକାରୀଙ୍କୁ ପୋଲିସ ଆଣି ଥାନାରେ ଅଟକ ରଖିଛନ୍ତି। ଅନ୍ୟ ପଟେ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ପାଇଁ ଥାନାରେ ଜଳେଶ୍ୱର SDPO ପହଞ୍ଚିଛନ୍ତି। ଏଭଳି ଘଟଣା ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କମର୍ଦ୍ଦା ଅଞ୍ଚଳରୁ ଆସିଛି। ଅଭିଯୋଗ ଅନୁଯାଇ ଭଣଜା ବହୁ ସସ୍ମିତା ଦାସ ନିଜ ସ୍ୱାମୀଙ୍କ ସହ ଉଭୟ ତାଙ୍କ ମାମୁଁଙ୍କ ଘରେ ଭଡା ନେଇ ରହିଆସୁଥିଲେ।
Read More News
T & CPrivacy PolicyContact Us