This browser does not support the video element.
ଲାଞ୍ଜିଗଡ: ଲାଞ୍ଜିଗଡ଼ ପୂଜାରୀପଡା ସ୍ଥିତ ମେସ ରେ ପାଓ୍ବାର ମେକ କମ୍ପାନୀ ର କର୍ମଚାରୀଙ୍କ ଆତ୍ମହତ୍ୟା।କାରଣ ଅସ୍ପଷ୍ଟ।
Lanjigarh, Kalahandi | Sep 8, 2025
କୌଣସି କାରଣ ବଶତଃ ପାଓ୍ବାର ମେକ କମ୍ପାନୀ ର ଜଣେ କର୍ମଚାରୀଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି।ସୁଚନା ଅନୁଯାୟୀ ଗତକାଲି ବେଦାନ୍ତର ସହଯୋଗୀ କମ୍ପାନୀ ପାୱାର ମେକ ର କର୍ମଚାରୀ କମଳା କାନ୍ତ ପରିଡା ବାଲେଶ୍ୱର ଜିଲ୍ଲା ପୋଡାଡ଼ିହ ଗ୍ରାମ ସୋର ଥାନା ର ବୋଲି ଜଣାପଡ଼ିଛି Iସେ ଲାଞ୍ଜିଗଡ ପୂଜାରୀପଡା ସ୍ଥିତ ପାୱାର ମେକ କମ୍ପାନୀର ମେସ ରହୁଥିଲେ।ଗତକାଲି ରବିବାର ଦିନ ସିଲିଙ୍ଗ ଫେନରେ ନିଜେ ବ୍ୟବହାର କରୁଥିବା ଗାମୁଛାକୁ ବାନ୍ଧି ଆତ୍ମହତ୍ୟା କରିଥିବା ସୁଚନା ମିଳିଛି I