Install App
khabarbarbil
This browser does not support the video element.
କେନ୍ଦୁଝର ସହର: ସୋୟାବାଲି, ସେଡିଂ, ଉତ୍ତମସିଂ ହାଟିଂ, ଗୁରୁଦ୍ୱାରା ଅଞ୍ଚଳରେ ଅବକାରୀ ଚଢାଉ, ବିପୁଳ ପରିମାଣରେ ପୋଚ ଓ ମଦ ଜବତ ସହ ୪ ଗିରଫ
Kendujhar Town, Kendujhar | Aug 30, 2025
ଚମ୍ପୁଆ ଅବକାରୀ ନିରୀକ୍ଷକ ଶ୍ରୀ ଏଚ ଜଗ୍ଗା ରାଓଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଆଜି ଅବକାରୀ ବିଭାଗ ପକ୍ଷରୁ ବଡବିଲ ଥାନା ଅନ୍ତର୍ଗତ ସୋୟାବାଲି, ସେଡିଂ, ଉତ୍ତମସିଂ ହାଟିଂ, ଗୁରୁଦ୍ୱାରା ଅଞ୍ଚଳରେ ଅତର୍କିତ ଚଢାଉ କରା ଯାଇଥିଲା। ଦିନ ତମାମ ଚାଲିଥିବା ଏହି ଚଢ଼ାଉରେ ମୋଟ ୪୨୦ ଲିଟର ମଦ ଓ ୩ ହଜାର କେଜି ପୋଚ ଜବତ ହୋଇଥିବା ବେଳେ ୪ ଜଣକୁ ଗିରଫ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି।
Share
Read More News
T & C
Privacy Policy
Contact Us
Your browser does not support JavaScript!