This browser does not support the video element.
ଝାରସୁଗୁଡା: ଆସନ୍ତାକାଲି ଝାରସୁଗୁଡା ଗସ୍ତରେ ଆସିବେ ରାଜ୍ୟ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ
Jharsuguda, Jharsuguda | Sep 13, 2025
ଆସନ୍ତାକାଲି ଝାରସୁଗୁଡା ଗସ୍ତରେ ଆସିବେ ରାଜ୍ୟ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜରୀ l ଆସନ୍ତାକାଲି ରବିବାର ସକାଳ ୫ ଟା ରେ ଝାରସୁଗୁଡା ରେଳ ଷ୍ଟେସନ ପହଞ୍ଚିବା ପାରେ ବ୍ରଜରାଜନଗର, କତରବଗା, କୁସମେଲ, ବେଲପଡା ଆଦି ସ୍ଥାନ ଗସ୍ତ କରି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ l ଏହାପରେ ରାତିରେ ୯ ଟା ୧୦ ରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବେ ବୋଲି ଆଜି ଶନିବାର ରାତି ୮ ଟା ରେ ଜିଲ୍ଲା ବିଜେପି ପକ୍ଷରୁ ସୂଚନା ଦିଆଯାଇଛି l