Download Now Banner

This browser does not support the video element.

ପାରଳାଖେମୁଣ୍ଡି: ବାରଣାସୀ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ କାଶୀନଗର ଏନଏସି କାର୍ଯ୍ୟାଳୟର ପଚାଶ ତମ ସ୍ୱାୟତ୍ତ ଶାସନ ଦିବସ ତଥା ସୁବର୍ଣ୍ଣ ଜୟନ୍ତୀ ପାଳନ।

Paralakhemundi, Gajapati | Aug 31, 2025
ବାରଣାସୀ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ କାଶୀନଗର ଏନ ଏ ସି କାର୍ଯ୍ୟାଳୟର ପଚାଶ ତମ ସ୍ୱାୟତ୍ତ ଶାସନ ଦିବସ ତଥା ସୁବର୍ଣ୍ଣ ଜୟନ୍ତୀ ଅନୁଷ୍ଠିତ । ଗଜପତି ଜିଲ୍ଲା କାଶୀନଗର ବ୍ଲକ୍ ଅନ୍ତର୍ଗତ ବାରଣାସୀ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ଆଜି ଏଗାରଟା ବେଳେ କାଶୀନଗର ଏନ ଏ ସି କାର୍ଯ୍ୟାଳୟର ପଚାଶ ତମ ସ୍ୱାୟତ୍ତ ଶାସନ ଦିବସ ତଥା ସୁବର୍ଣ୍ଣ ଜୟନ୍ତୀ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ କାଶୀନଗର ବିଜ୍ଞାପିତ ପରିଷଦ ଅଧ୍ୟକ୍ଷା ଏମ.ସୁଦ୍ଧାରାଣୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ, ସମ୍ମାନୀତ ଅତିଥି ଭାବେ ଗଜପ
Read More News
T & CPrivacy PolicyContact Us