Download Now Banner

This browser does not support the video element.

କୋରେଇ: ବ୍ୟାସନଗର ସ୍ଥିତ ଟାଉନ ହଲ ପରିସରରେ ବ୍ୟାସଦେବ ବିଜେପି ମଣ୍ଡଳ ପକ୍ଷରୁ ନୂତନ କାର୍ଯ୍ୟକର୍ତାଙ୍କୁ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

Korai, Jajpur | Sep 26, 2025
ବ୍ୟାସନଗର ସ୍ଥିତ ଟାଉନ ହଲ ପରିସରରେ ବ୍ୟାସଦେବ ବିଜେପି ମଣ୍ଡଳ ପକ୍ଷରୁ ନୂତନ କାର୍ଯ୍ୟକର୍ତାଙ୍କୁ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହେଇଯାଇଛି l ଆଜି ବ୍ୟାସ ଦେବ ମଣ୍ଡଳ ସଭାପତି ଅଚ୍ୟୁତାନନ୍ଦ ଦାସଙ୍କ ନେତୃତ୍ୱରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ କୋରେଇ ବିଧାୟକ ଆକାଶ ଦାସନାୟକ ଅତିଥିଭାବେ ଯୋଗଦେଇ ନୂତନ କର୍ମକର୍ତାଙ୍କୁ ସମ୍ବର୍ଦ୍ଧନା କରିଥିଲେ l ଏଥିସହିତ ଏହି ଯୁବ ଟିମ ନିଶ୍ଚିତ ବିଜେପି ଦଳକୁ ଶକ୍ତିଶାଳୀ କରିବ ଓ ବ୍ୟାସନଗର ସହରର ବିକାଶ ପାଇଁ ଦୃଢ଼ତାର ସହିତ କାମ କରିବେ ବୋଲି ବିଧାୟକ ଶ୍ରୀ ଦାସନାୟକ କହିଛନ୍ତି l
Read More News
T & CPrivacy PolicyContact Us