Install App
aarohipatra4
This browser does not support the video element.
ନବରଙ୍ଗପୁର ପୋଲିସ ଷ୍ଟେସନ: ମିଶନ ଶକ୍ତି ସଭାଗୃହରେ ସିଏମ କିଷାନ ସହାୟତା ରାଶି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ଜିଲ୍ଲାର ମୋଟ ୧ ଲକ୍ଷ ୬୨ ହଜାର ୨୫୪ ଜଣ ଚାଷୀ ହେଲେ ଉପକୃତ
Nabarangapur PS, Nabarangpur | Aug 27, 2025
ମିଶନ ଶକ୍ତି ସଭାଗୃହରେ ସିଏମ କିଷାନ ସହାୟତା ରାଶି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ଜିଲ୍ଲାର ମୋଟ ୧ ଲକ୍ଷ ୬୨ ହଜାର ୨୫୪ ଜଣ ଚାଷୀ ହେଲେ ଉପକୃତ କୃଷିଭିତ୍ତିକ ଗଣପର୍ବ ନୂଆଖାଇ ଅବସରରେ ରାଜ୍ୟ ସରକାର ଦ୍ୱାରା ୨୦୨୫-୨୬ ର ସିଏମ କିଷାନ ସହାୟତା ରାଶି ପ୍ରଦାନ କାର୍ଯ୍ୟକ୍ରମ ମିଶନ ଶକ୍ତି ଗୃହ ନବରଙ୍ଗପୁର ଠାରେ ଅନୁଷ୍ଠିତ ହୋଇଯାଇଛି।କୃଷି ଭିତ୍ତିକ ପର୍ବ ନୂଆଁଖାଇ ପରବ ଅବସରରେ ଚାଷୀ ମାନଙ୍କୁ ଭେଟି ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ରାଜ୍ୟର ୫୧.୧୪ ଲକ୍ଷ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କୁ ୧୦୪୧.୨୯ କୋଟି ଟଙ୍କାର ସିଏମ୍ କିଶାନ ସହାୟତାର ତୃତୀୟ କିସ୍ତି ପ୍ରଦାନ କରାଯାଇଛି
Share
Read More News
T & C
Privacy Policy
Contact Us
Your browser does not support JavaScript!