Download Now Banner

This browser does not support the video element.

ସମ୍ବଲପୁର ମ୍ୟୁନିସିପାଲଟି: ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ବିଜେଡି ସଭାପତି ଇଂ ରୋହିତ ବାସ ଭବନରେ ରଖିଲେ ପ୍ରତିକ୍ରିୟା

Sambalpur M, Sambalpur | Sep 7, 2025
ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ବିଜେଡି ସଭାପତି ଇଂ ରୋହିତ ପୂଜାରୀ ମାଁ ସମଲେଶ୍ବରୀଙ୍କ ମନ୍ଦିରରେ ବାରମ୍ବାର ବିଭିନ୍ନ କାର୍ଯ୍ୟକ୍ରମ ଏବଂ କାର୍ଯ୍ୟକ୍ରମ ମାନଙ୍କର ଶବ୍ଦ ପ୍ରଦୂଷଣ ଯୋଗୁଁ ମାଁ ସମଲେଶ୍ବରୀଙ୍କ ମନ୍ଦିରର ତଥା ଆଖ ପାଖରେ ଥିବା ଐତିହ ମନ୍ଦିର ମାନଙ୍କ ସ୍ଥାୟୀତ୍ବ ପ୍ରତି ବିପଦ ସୃଷ୍ଟି କରୁଛି ବୋଲି ଆଜି ସନ୍ଧ୍ୟା ପ୍ରାୟ 6 ଟା ସମୟରେ ତାଙ୍କ ବାସଭବନ ରେ ପ୍ରତିକ୍ରିୟା ଦେଇଛନ୍ତି ।
Read More News
T & CPrivacy PolicyContact Us