Install App
khabarbhubaneswar
This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଆଇନଗତ ସଫେଇ ସମ୍ପର୍କରେ ନିଜ କାର୍ଯ୍ୟାଳୟରେ ପ୍ରତିକ୍ରିୟା ରଖିଲେ ବିଏମ୍ ସି କମିଶନର ଚଞ୍ଚଳ ରାଣା
Bhubaneswar M Corp, Khordha | Aug 23, 2025
ଆଇନଗତ ସଫେଇ, ସୁରକ୍ଷିତ ସଫେଇ ସମ୍ପର୍କରେ ବିଏମ୍ ସି କମିଶନର ଶ୍ରୀ ଚଞ୍ଚଳ ରାଣାଙ୍କ ନିଜ ପ୍ରତିକ୍ରିୟା ରଖିଛନ୍ତି ସେ କହିଛନ୍ତି, ସୁରକ୍ଷିତ ସଫେଇ ନେଇ ସ୍ୱେରେଜ ନଳା ଓ ସେପ୍ଟିକ ଟାଙ୍କି ସଫେଇ କାର୍ଯ୍ୟରେ କାର୍ଯ୍ୟରତ ପ୍ରମୁଖ ପରିମଳ କର୍ମଚାରୀମାନଙ୍କ ପାଇଁ ସରକାରଙ୍କ ତରଫରୁ ଗରିମା ଗୃହ ନିର୍ମାଣ କରାଯାଇଅଛି |
Share
Read More News
T & C
Privacy Policy
Contact Us
Your browser does not support JavaScript!