Download Now Banner

This browser does not support the video element.

ଚାନ୍ଦବାଲି: ଚାନ୍ଦବାଲିରେ ଶ୍ରୀରାମ ନବମୀ ପାଇଁ ମା' କାଳୀ ପଡିଆରୁ ବାହାରିଲା ପ୍ରଜ୍ଞାପନ ମେଢ଼, ଶ୍ରୀରାମ ଧ୍ବନୀରେ ପ୍ରକମ୍ପିତ ହେଲା ଚାନ୍ଦବାଲି ସହର

Chandabali, Bhadrak | Apr 17, 2024
ପବିତ୍ର ଶ୍ରୀରାମ ନବମୀ ପାଇଁ ଚଳଚଞ୍ଚଳ ଚାନ୍ଦବାଲି ସହର ।ବୁଧବାର ପୂର୍ବନ୍ନ 10 ଟାରୁ ମା କାଳୀଙ୍କ ପଡିଆରେ ଚାଲିଛି ସ୍ବତନ୍ତ୍ର ପୂଜା ଅର୍ଚ୍ଚନା । ଶ୍ରୀ ରାମ ନାରାରେ ପ୍ରକମ୍ପିତ ହେଉଛି ସହର ଠୁ ଗାଁ, ଚାନ୍ଦବାଲି ସହରରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ା କଡ଼ି କରା ଯାଇଛି । ପ୍ରତି ପଂଚାୟତ ସ୍ଥରରେ ଶ୍ରୀ ରାମ ଭବ୍ୟ ରଥ ବାହାରି ଭଦ୍ରକ ଅଭୁମୁଖେ ଯାତ୍ରା କାରିଛି l
Read More News
T & CPrivacy PolicyContact Us