Download Now Banner

This browser does not support the video element.

ନବରଙ୍ଗପୁର ପୋଲିସ ଷ୍ଟେସନ: କର୍ଣ୍ଣାଟକରେ ନବରଙ୍ଗପୁର ଖେଳାଳିଙ୍କ ଐତିହାସିକ ସଫଳତା ୧୩ତମ ସର୍ବଭାରତୀୟ ପେଞ୍ଚାକ ସିଲାଟ ପ୍ରତିଯୋଗିତା ରେ ୬ ଗୋଟି ପଦକ

Nabarangapur PS, Nabarangpur | Sep 29, 2025
କର୍ଣ୍ଣାଟକରେ ନବରଙ୍ଗପୁର ଖେଳାଳିଙ୍କ ଐତିହାସିକ ସଫଳତା ୧୩ତମ ସର୍ବଭାରତୀୟ ପେଞ୍ଚାକ ସିଲାଟ ପ୍ରତିଯୋଗିତା ରେ ୬ ଗୋଟି ପଦକ। କର୍ଣ୍ଣାଟକର କାପାଲ ଠାରେ ୨୬ରୁ 29ସେପ୍ଟେମ୍ବର ପର୍ଯ୍ୟନ୍ତ ଆୟୋଜିତ ୧୩ତମ ସର୍ବଭାରତୀୟ ପେଞ୍ଚାକ ସିଲାଟ ପ୍ରତିଯୋଗିତାରେ ନବରଙ୍ଗପୁର ଜିଲ୍ଲାର ଖେଳାଳିମାନେ ଉଲ୍ଲେଖନୀୟ ସଫଳତା ହାସଲ କରି ୬ଟି ପଦକ ଜିତି ଜିଲ୍ଲାର ଗୌରବ ବଢ଼ାଇଛନ୍ତି। ପ୍ରତିଯୋଗିତାରେ ଦେଶର ବିଭିନ୍ନ ରାଜ୍ୟର ଶତାଧିକ ଖେଳାଳି ଅଂଶଗ୍ରହଣ କରିଥିଲେ।
Read More News
T & CPrivacy PolicyContact Us