Install App
updatesnews30056
This browser does not support the video element.
ପୁରୀ ମ୍ୟୁନିସିପାଲଟି: ଶ୍ରୀ ମନ୍ଦିର ରେ ମହାପ୍ରଭୁ ଙ୍କ ଦର୍ଶନ କରି ସିଂହ ଦ୍ଵାର ନିକଟରେ ପ୍ରତିକ୍ରିୟା ରଖିଛନ୍ତି ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଭାପତି l
Puri M, Puri | Sep 2, 2025
ପୁରୀରେ ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦର ସଭାପତି ପ୍ରବୀଣ ତୋଗାଡିଆ। ଗୋବର୍ଦ୍ଧନ ପୀଠ ଯାଇ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ସହ ଗୋସୁରକ୍ଷା,, ହିନ୍ଦୁ ଧର୍ମର ସୁରକ୍ଷା ଇତ୍ୟାଦି ବିଷୟ ଉପରେ ଆଲୋଚନା କରିବା ସହ ଗୁରୁଜୀଙ୍କ ଆର୍ଶୀବାଦ ନେଇଛନ୍ତି ପ୍ରବୀଣ ତୋଗାଡିଆ। ଜଗତଗୁରୁଙ୍କୁ ଭେଟି ଆର୍ଶୀବାଦ ନେବାପରେ ସେ ସିଧାସଳଖ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ଓ ଆର୍ଶୀବାଦ ନେଇଛନ୍ତି। ଆଜି ସନ୍ଧ୍ୟା 6 ସମୟରେ ପ୍ରବୀଣ ତୋଗାଡ଼ିଆ ପ୍ରତିକ୍ରିୟା ରଖିଛନ୍ତି l
Share
Read More News
T & C
Privacy Policy
Contact Us
Your browser does not support JavaScript!