This browser does not support the video element.
ପୋଲସରା: ବୁଗୁଡ଼ା ସହର ସମେତ ବିଭିନ୍ନ ସ୍ଥାନରେ ରହିଥିବା ସାର ବିକ୍ରୟ କେନ୍ଦ୍ର ଗୁଡିକୁ ପରିଦର୍ଷନ କରି ସ୍ଥିତି ପରଖିଲେ ତହସିଲଦାର
Polasara, Ganjam | Sep 2, 2025
ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ ସାର ର ଘୋର ଅଭାବ ଦେଖିବାକୁ ମିଳିଛି l ଚାଷୀ ସାର ପାଇଁ ଧାଡିରେ ଛିଡା ହେଉଥିବା ବେଳେ କେହୁଠି କଳାବଜାରୀ କରାଯାଇ ଉଚ୍ଚା ଦରରେ ସାର ବିକ୍ରି କରାଯାଉଛି l ଚାଷୀ ଉଚ୍ଚା ଦରରେ ସାର କିଣି କ୍ଷତି ସହୁଥିବା ବେଳେ କଳା ବଜାରୀ ରୋକିବା ପାଇଁ ବୁଗୁଡ଼ା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଛି ପଦକ୍ଷେପ l ତହସିଲଦାର ତାପସ ରାଉତ ବୁଗୁଡ଼ା ସହର ଓ ଆଖପାଖ ଅଞ୍ଚଳର ର ସମସ୍ତ ସାର ବିକ୍ରୟ କେନ୍ଦ୍ର ଏବଂ ଗୋଦାମ ବୁଲି ଦେଖିବା ସହ ଚାଷୀ ଙ୍କ ସହ ଆଲୋଚନା କରୁଛନ୍ତି l