This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ପୋଲିସ କମିସନର ଙ୍କ ଅଫିସ ଆଗରେ ମହିଳା ଙ୍କ ହାଇଡ୍ରାମା, ନାକେଦମ ପୋଲିସ
Bhubaneswar M Corp, Khordha | Aug 25, 2025
ପୋଲିସ କମିସନର ଙ୍କ ଅଫିସ ଆଗରେ ମହିଳା ଙ୍କ ହାଇଡ୍ରାମା, ନାକେଦମ ପୋଲିସ | ଆଜି 2.31ରେ ପୋଲିସ କମିସନର ଙ୍କ ଅଫିସ ଆଗରେ ମହିଳା ଙ୍କ ହାଇଡ୍ରାମା ଦେଖିବାକୁ ମିଳିଛି | ବିଗତ ସରକାର ହୁଅନ୍ତୁ କି ଏବେ କା ସରକାର ହୁଅନ୍ତୁ କେହି ହେଲେ ବି ତାଙ୍କ ଅଭିଯୋଗ ଶୁଣୁ ନାହାଁନ୍ତି | ପୋଲିସ ତାଙ୍କୁ ବାରମ୍ବାର ହଇରାଣ କରୁଥିବା ରୁ ପୋଲିସ କମିସନରଙ୍କୁ ଅଭିଯୋଗ ଦେବା ପାଇଁ ଆସିଥିବା ବେଳେ ତାଙ୍କୁ ସୁରକ୍ଷା କର୍ମୀ ମାନେ ଗେଟ ଆଗରେ ଅଟକାଇ ଥିଲେ | ଯାହାକୁ ନେଇ ମହିଳା ଜଣଙ୍କ ହୋହାଲ୍ଲା ପରିସ୍ଥିତି ସୃଷ୍ଟି କରିଥିଲେ |