Download Now Banner

This browser does not support the video element.

ଆସିକା: ନୂଆଗାଁ ସ୍ଥିତ ଶ୍ରମ କାର୍ଯ୍ୟାଳୟ ଘେରାଉ କଲା ଓଡିଶା ନିର୍ମାଣ ଶ୍ରମିକ ୟୁନିୟନ

Asika, Ganjam | Aug 25, 2025
ଟ୍ରେଡ ୟୂନିୟନ ସେଣ୍ଟର ଅଫ୍ ଇଣ୍ଡିଆ ସହ ଅନୁବନ୍ଧିତ ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନ ଗଞ୍ଜାମ ଜିଲ୍ଲା କମିଟି ନେତୃତ୍ବରେ ଆସିକା ନୂଆଗାଁ ଶ୍ରମ କାର୍ଯ୍ୟାଳୟ ଘେରାଉ କରାଯାଇଛି l ୪ ବ୍ଳକର ଶତାଧିକ ଶ୍ରମିକ କଇଁଫୁଲିଆ ଛକରେ ଏକାଠି ହୋଇ ହାତରେ ଲାଲ୍ ପତକା ଧରି ନଗର ପରିକ୍ରମା କରି ସର୍ବନିମ୍ନ ମଜୁରୀ ଆଇନ ୧୯୪୮, ସମାନ କାମକୁ ସମାନ ମଜୁରୀ ଆଇନ ୧୯୭୬, ଭବିଷ୍ୟନିଧି ପାଣ୍ଠି ଆଇନ ୧୯୫୨ର ଖୋଲାଖୋଲି ଉଲଘଂନକାରୀ ଏବଂ ମଜୁରୀ ହରିଲୁଟ କରୁଥବା ମାଲିକ, ଠିକାଦାର ଓ ପ୍ରତିଷ୍ଠାନ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଭଳି ବିଭିନ୍ନ ଦାବି ନେଇ ପ୍ରତିବାଦ କରାଯାଇଛି l
Read More News
T & CPrivacy PolicyContact Us