Download Now Banner

This browser does not support the video element.

ବଡସାହି: ଖଣ୍ଡଦେଉଳା ୟୁପିସ୍କୁଲରେ ପାଦଛୁଇଁ ପ୍ରଣାମ ନକରିବାରୁ ୩୧ଜଣ ଛାତ୍ରଛାତ୍ରୀଙ୍କୁ ବାଉଁଶବାଡିରେ ପିଟିପିଟିକଲେ କ୍ଷତାକ୍ତ,ଶିକ୍ଷୟିତ୍ରୀ ନୀଳମ୍ବିତ

Barsahi, Mayurbhanj | Sep 13, 2025
ବୈଶିଙ୍ଗା ଥାନା ଅଧୀନ ଖଣ୍ଡଦେଉଳା ସରକାରୀ ଉଚ୍ଚପ୍ରାଥମିକ ସ୍କୁଲରେ କାର୍ଯ୍ୟରତ ସହକାରୀ ଶିକ୍ଷୟିତ୍ରୀ ସୁକାନ୍ତି କର ଷଷ୍ଠ, ସପ୍ତମ ଏବଂ ଅଷ୍ଟମଶ୍ରେଣୀର ମୋଟ ୩୧ଜଣ ଛାତ୍ରଛାତ୍ରୀଙ୍କୁ ବାଉଁଶବାଡ଼ିରେ ନିସ୍ତୁକ ମାଡ଼ମାରି ଲହୁଲୁହାଣ କରିବା ଘଟଣାରେ ତଦନ୍ତକରି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଶନିବାର ଅପରାହ୍ନ ପାଞ୍ଚଟାରେ ଚାକିରୀରୁ ନୀଳମ୍ବନ କଲେ ବେତନଟୀ ବ୍ଲକ ଶିକ୍ଷା ଅଧିକାରୀ ବିପ୍ଳବ କର l
Read More News
T & CPrivacy PolicyContact Us