Install App
rabindra.mishra744
This browser does not support the video element.
ଧର୍ମଗଡ: ପାତ୍ରବସା ନିକଟରେ ବାଇକ ଦୁର୍ଘଟଣା ବାଇକ୍ ଚାଳକ ଗୁରୁତର ଚିକିତ୍ସା ପାଇଁ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି
Dharamgarh, Kalahandi | Sep 4, 2025
କଲମପୁର ମୁଖିଗୁଡା ରାସ୍ତାର ପାତ୍ରବସା ନିକଟରେ ଘଟିଛି ଏକ ବାଇକ ଦୁର୍ଘଟଣା . ଏଥିରେ ଜଣେ ବାଇକ ଚାଳକ ଗୁରୁତର ହେଇଛନ୍ତି ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଗୁରୁବାର ଦିନ ସାଢେ଼ ୧୨ଟା ବେଳେ ଚିକିତ୍ସା ପାଇଁ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା . ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା .
Share
Read More News
T & C
Privacy Policy
Contact Us
Your browser does not support JavaScript!