Download Now Banner

This browser does not support the video element.

ଆସିକା: ଆସିକା କେନ୍ଦ୍ର ବହୁମୁଖି ସମବାୟ ସମିତି ଲିଃ ଆଗରେ ସାର ପାଇଁ ଚାଷୀଙ୍କ ଲମ୍ବା ଲାଇନ

Asika, Ganjam | Sep 1, 2025
ଧାନ ଚାଷ ପାଇଁ ଚାଷୀକୁ ଏବେ ସାରର ଗୁରୁତ୍ଵ ରହିଥିବା ବେଳେ ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳ ରେ ଚାଷୀକୁ ଆବଶ୍ୟକ ଅନୁସାରେ ପର୍ଯ୍ୟାପ୍ତ ପରିମାଣରେ ମିଳୁନି ୟୁରିଆ ସାର l ବିଗତ ଦିନରେ ମଧ୍ୟ ଆସିକାରେ ସାର ପାଇଁ ଚାଷୀଙ୍କ ଲମ୍ବା ଲାଇନ ଲାଗିଥିବା ବେଳେ ଆଜି ଆସିକା ସହର ଆସିକା କେନ୍ଦ୍ର ବହୁମୁଖି ସମବାୟ ସମିତି ଲିଃ ଆଗରେ ସାର ପାଇଁ ଚାଷୀ ଲମ୍ବା ଲାଇନ ଲାଗି ଥିବା ଦେଖିବାକୁ ମିଳିଛି l ସମବାୟ ରୁ ସାର ନେବା ପାଇଁ ଭୋର ରୁ ଶହ ଶହ ଚାଷୀ ଧାଡ଼ି ବାନ୍ଧି ଲାଇନରେ ଠିଆ ହୋଇଥିବା ଆଜି ମଧ୍ୟ ଦେଖିବାକୁ ମିଳିଛି l
Read More News
T & CPrivacy PolicyContact Us