This browser does not support the video element.
ବୌଦ୍ଧ ସଦର: ଜିଲ୍ଲା ଗସ୍ତରେ ଗଣ ଶିକ୍ଷା ବିଭାଗର ଡେପୁଟି ଡାଇରେକ୍ଟର, ବୌଦ୍ଧ ବ୍ଲକର ବିଭିନ୍ନ ବିଦ୍ୟାଳୟ କଲେ ପରିଦର୍ଶନ
Baudh Sadar, Boudh (Bauda) | Sep 3, 2025
ବୁଧବାର ଦିନ ଜିଲ୍ଲା ଗସ୍ତରେ ଆସିଥିବା ରାଜ୍ୟ ଗଣ ଶିକ୍ଷା ବିଭାଗର ଡେପୁଟି ଡାଇରେକ୍ଟର ତଥା ନୋଡାଲ୍ ଅଫିସର୍ ଜୟ ଶ୍ରୀ ଦୋରା ବୌଦ୍ଧ ବ୍ଲକର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି | ମିଳିଥିବା ସୂଚନା ଅନୁଯାୟୀ ମୁର୍ଶୁଣ୍ଢ1, ମର୍ଯାଦ ପୁର ପ୍ରାଥମିକ ବିଦ୍ୟାଳୟ, ଜନ୍ହାପଙ୍କ, ସଙ୍ଗ୍ରାମପୁର୍, ବାଉଁଶୁଣୀ, ଦହ୍ୟା ହାଇସ୍କୁଲ ପରିଦର୍ଶନ କରିବା ସହିତ ବଲାସିଙ୍ଗା କସ୍ତୁରବା ଗାନ୍ଧୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି | ବିଦ୍ୟାଳୟ ଗୁଡିକର ଭିତ୍ତିଭୂମି, ଶିକ୍ଷାଦାନ ଓ ମଧ୍ୟlନ୍ହ ଭୋଜନ ର ସମୀକ୍ଷା କରିଥିଲେ |