Download Now Banner

This browser does not support the video element.

ନବରଙ୍ଗପୁର ପୋଲିସ ଷ୍ଟେସନ: ମୀରାଅଟୋ ଗଳିରେ ଥିବା ଆପାର୍ଟମେଣ୍ଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Nabarangapur PS, Nabarangpur | Aug 23, 2025
ମୀରାଅଟୋ ଗଳି ରେ ଥିବା ଆପାର୍ଟମେଣ୍ଟ ରୁ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର ମୀରାଅଟୋ ଗଳିର ଏକ ଆପାର୍ଟମେଣ୍ଟର ୧୪ନଂ ଘରେ ଜଣେ ଯୁବକଙ୍କ ଶବ ଝୁଲୁଛି। ତାଙ୍କ ନାଁ ଦୀପ୍ତିରଞ୍ଜନ ପତି (୩୨)। ତାଙ୍କ ଘର ସୁନ୍ଦରଗଡ ଅଞ୍ଚଳର ବୋଲି ପୁଲିସ୍ ସୂଚନା ପାଇଛି । ବେକରେ ଏକ ଗାମୁଁଛା ଲଗାଇ ଫ୍ୟାନ୍‌ରେ ଝୁଲନ୍ତ ଅବସ୍ଥାରେ ଯୁବକଙ୍କ ଶବ ରହିଛି। ତେବେ ଯୁବକଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ ରହିଛି। ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏନେଇ ଥାନା ଅଧିକାରୀ ସମ୍ବିତ ବେହେରାଙ୍କୁ ଯୋଗାଯୋଗ କରିବାରୁ ଯୁବକ ଚୁକ୍ତିପତ୍ରରେ ସେ ଜଣେ ପ୍ରବେଶନାରୀ ଓଏସ୍ ବୋଲି ଉଲ୍ଲେଖ କରିଛନ୍ତି
Read More News
T & CPrivacy PolicyContact Us