Download Now Banner

This browser does not support the video element.

ଝାରପୋଖରିଆ: ପୋଖରୀରେ କ୍ଯାମିକାଲଯୁକ୍ତ ମୂର୍ତ୍ତି ବିସର୍ଜନ ଦ୍ବାରା ଚର୍ମଜନିତ ରୋଗ ବ୍ଯାପୁଥିବା ନେଇ ପ୍ରତିକ୍ରିୟା ରଖିଲେ ଝାରପୋଖରିଆର ବ୍ଯକ୍ତି

Jharpokharia, Mayurbhanj | Oct 18, 2024
ଝାରପୋଖରିଆ ଗାଁ ମୁଣ୍ଡରେ ଥିବା ପୋଖରୀ ଉପରେ ସ୍ଥାନୀୟ ଲୋକେ ନିଭର କରୁଥିବା ବେଳେ ମୂର୍ତ୍ତି ବିସର୍ଜନ କରି ପୋଖରୀରେ ଭସାଇବା ଦ୍ବାରା ଭିଭିନ କେମିକାଲ ରଙ୍ଗ ଓ ନଡ଼ା ପଚି ଲୋକୋଙ୍କ ଦେହରେ କୁଣ୍ଡିଆଣି ହେଉଥିବା ବେଳେ ଏହି ପୋଖରୀ ରେ ନ ଭସେଇ ଅନ୍ୟତ୍ର ଭସେଇବା ପାଇଁ ଆଜି12 ଟା ସମୟରେ ମଣିଷଙ୍କର ବାରିକ ନିବେଦନ କରିଛନ୍ତି ।
Read More News
T & CPrivacy PolicyContact Us