Download Now Banner

This browser does not support the video element.

ଟିଟିଲାଗଡ: ଟିଟିଲାଗଡ଼ ସାହାରା ଅଫିସ ଛକ ଠାରେ ଜଣେ ବାଇକ ଆରୋହୀ ଧକ୍କା ଦେଲେ ଜଣେ ମହିଳା ବ୍ୟାଙ୍କ କର୍ମଚାରୀଙ୍କୁ, କିଛି ସମୟ ପାଇଁ ଉତ୍ତେଜନା

Titlagarh, Balangir | Sep 8, 2025
ଓଡ଼ି୦୮ଜେ୧୩୨୯ ବିଶିଷ୍ଟ ବାଇକ ଚାଳକ ଜଣେ ମହିଳା ବ୍ୟାଙ୍କ କର୍ମଚାରୀଙ୍କୁ ଧକ୍କା ଦେବାରୁ ସ୍ଥାନୀୟ ଲୋକେ ସେହି ମହିଳା କର୍ମଚାରୀଙ୍କୁ ନେଇ ଟିଟିଲାଗଡ଼ ସରକାରୀ ଡାକ୍ତରଖାନାକୁ ଅଟୋରେ ବସାଇ ଚିକିତ୍ସା ପାଇଁ ନେଇଛନ୍ତି। ତେବେ ଦୁର୍ଘଟଣା ଘଟିବା ପରେ ବାଇକ୍ ଚାଳକ କିଛି ସମୟ ପାଇଁ ବାଇକ୍ ଛାଡ଼ି ଫେରାର ମାରିଥିଲା, ତେବେ କିଛି ଯୁବକ ତାକୁ ଖୋଜିବା ସହ ଚିକିତ୍ସା କରାଇବା ପାଇଁ ତାକୁ ଡାକ୍ତର ଖାନାକୁ ନେଇଛନ୍ତି।
Read More News
T & CPrivacy PolicyContact Us