Download Now Banner

This browser does not support the video element.

ଚମ୍ପୁଆ: ଚମ୍ପୁଆ କୋର୍ଟ ପରିସରରେ ୩ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

Champua, Kendujhar | Sep 13, 2025
ଚମ୍ପୁଆ କୋର୍ଟ ପରିସରରେ ଆଜି ତାଲୁକ୍ ଆଇନ୍ ସେବା କମିଟି ପକ୍ଷରୁ ୩ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଅଛି। ତାଲୁକ୍ ଆଇନ୍ ସେବା କମିଟିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଶ୍ରୀ ପ୍ରଣୟ କୁମାର ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ ସବଜଜ୍ -ଶ୍ରୀ ଜିତେନ୍ଦ୍ର ଦାସ, ଏସ୍.ଡି.ଜେ.ଏମ୍- ଶ୍ରୀ ଦୀପକ କୁମାର ସାଠୁଆ, ଜେ.ଏମ୍.ଏଫ୍. ସି- ଶୁଶ୍ରୀ ସୁସ୍ମିତା ମିଶ୍ର ଏବଂ କୋର୍ଟର କର୍ମଚାରୀମାନେ ଉପସ୍ଥିତ ଥିଲେ।
Read More News
T & CPrivacy PolicyContact Us