Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ବନ୍ୟା ସ୍ଥିତି ନେଇ କେଶରୀ ନଗର ଅଫିସରେ ପ୍ରତିକ୍ରିୟା ରଖିଲେ ଜଳ ସମ୍ପଦ ମୁଖ୍ୟ ଯନ୍ତ୍ରୀ ଚନ୍ଦ୍ର ଶେଖର ପାଢ଼ୀ

Bhubaneswar M Corp, Khordha | Aug 25, 2025
ଆଖୁଆପଦାରେ ବୈତରଣୀ ଓ ରାଜଘାଟରେ ସୁବର୍ଣ୍ଣରେଖା ବିପଦ ସଂକେତ ଉପରେ ଅଛି... ଆସନ୍ତାକାଲି ଏହା ବିପଦ ସଂକେତ ତଳକୁ ଆସିବ। ହେଲେ ଯାମସୋଲାଘାଟରେ ବର୍ଷା ଯୋଗୁଁ ରାଜଘାଟଠାରେ ସୁବର୍ଣ୍ଣରେଖା ବଢିବ। କାଣୀ ନଦୀରେ 30 ମିଟର ଘାଇ ହୋଇଛି। ପାଣି କମିଲେ ମରାମତି କାମ ଆରମ୍ଭ ହେବ। ହୀରାକୁଦରେ 12ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛ। 2.11 ଲକ୍ଷ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ 2.22 ଲକ୍ଷ କ୍ୟୁସେକ ନିଷ୍କାସନ ହେଉଛି। ରେଙ୍ଗାଳିରେ 93% ପାଣି ଭରିବାରୁ ନଜରରେ ରଖାଯାଇଛି।ଦୁଇଟି ଗେଟ ଖୋଲା ଅଛି। ଆବଶ୍ୟକ ପଡିଲେ, ରେଙ୍ଗାଳିର ଆଉ ଏକ ଗେଟ ଖୋଲା ହେବ।
Read More News
T & CPrivacy PolicyContact Us