Download Now Banner

This browser does not support the video element.

ପାରଳାଖେମୁଣ୍ଡି: ଗଜପତି ଏସ ପି ଙ୍କ କାର୍ଯ୍ୟାଳୟ ଠାରେ ହଜି ଯାଇଥିବା ମୋବାଇଲ ହସ୍ତାନ୍ତର, ଗଜପତି ଏସ ପିଙ୍କ ସାମ୍ବାଦିକ ସମ୍ମିଳନୀ।

Paralakhemundi, Gajapati | Sep 3, 2025
ଗଜପତି ଏସ ପି ଙ୍କ କାର୍ଯ୍ୟାଳୟ ଠାରେ ହଜି ଯାଇଥିବା ମୋବାଇଲ ହସ୍ତାନ୍ତର, ଗଜପତି ଏସ ପିଙ୍କ ସାମ୍ବାଦିକ ସମ୍ମିଳନୀ। ଗଜପତି ଜିଲ୍ଲା ରାଣିପେଣ୍ଠା ସ୍ଥିତ ଗଜପତି ଏସ ପି ଙ୍କ କାର୍ଯ୍ୟାଳୟ ଠାରେ ହଜି ଯାଇଥିବା ମୋବାଇଲ ଗୁଡ଼ିକୁ ଆଜି ଗଜପତି ପୋଲିସ ପକ୍ଷରୁ ହସ୍ତାନ୍ତର କରା ଯାଇଛି । ଏହି ଅବସରରେ ଗଜପତି ଏସ ପି ଯତୀନ୍ଦ୍ର କୁମାର ପଣ୍ଡା ସାମ୍ବାଦିକ ସମ୍ମିଳନୀ କରି ଲୋକଙ୍କ ହଜି ଯାଇଥିବା 40 ଗୋଟି ମୋବାଇଲ ହସ୍ତାନ୍ତର କରିଥିବା କହିଥିଲେ। ବହୁ ଦିନରୁ ଜିଲାରେ ଲୋକଙ୍କ ମୋବାଇଲ ହଜି ଯାଇ ଥିବା ନେଇ ଥାନାରେ ଅଭିଯୋଗ ମାନ ହେଇଥିଲା। ଯାହାକୁ ନେଇ ଆଜି ଏଗାରଟା ତିରିଶି ବେଳେ ଗଜପତି ଏସ ପି
Read More News
T & CPrivacy PolicyContact Us