Download Now Banner

This browser does not support the video element.

ଦେବଗଡ: ପରା ଗ୍ରାମରେ ସ୍ତ୍ରୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ସ୍ୱାମୀ ଅଟକ, ତଦନ୍ତ କରୁଛି ପୋଲିସ

Debagarh, Debagarh (Deogarh) | Aug 22, 2025
ପତ୍ନୀଙ୍କୁ ହତ୍ୟା ଅଭିଯୋଗରେ ସ୍ୱାମୀଙ୍କୁ ଅଟକ ରଖି ପୋଲିସ ତଦନ୍ତ ଆରମ୍ଭ କରିଛି । ଦେବଗଡ ଜିଲ୍ଲା କୁଣ୍ଢେଇଗୋଳା ଥାନା ପରା ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଦେଖାଦେଇଛି । ପରା ଗ୍ରାମର ଦୀପକ ମାହାର ତାଙ୍କ ସ୍ତ୍ରୀ ଭାରତୀ ମାହାରଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଭାରତୀଙ୍କ ଭଉଣୀ ସୁକୁମାରୀ ନାଏକ କୁଣ୍ଢେଇଗୋଳା ଥାନାରେ ହତ୍ୟା ଅଭିଯୋଗ କରିଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି । ପୋଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଦୀପକ ଭୁବନେଶ୍ୱରରେ ରହି ଶ୍ରମିକ କାମ କରୁଥିଲେ ।
Read More News
T & CPrivacy PolicyContact Us