Install App
publicnewskoraput
This browser does not support the video element.
କୋରାପୁଟ ସହର: ସଦଭାବନା ସଭାଗୃହ ଠାରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଏବଂ ଜନ ଶୁଣାଣୀ ଶିବିର ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲାପାଳ
Koraput Town, Koraput | Sep 1, 2025
କୋରାପୁଟ ସଦଭାବନା ସଭାଗୃହ ଠାରେ ମିଳିତ ଅଭିଯୋଗ ଏବଂ ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି ଏନେଇ ଦିନ ୨ଟା ସମୟରେ ପ୍ରତିକ୍ରିୟା ରଖିଛନ୍ତି କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ। ଶିବିରରେ ବ୍ୟକ୍ତିଗତ ୩୪ ଏବଂ ସାମୁହିକ ୧୭ ସର୍ବୋମୋଟ ୫୧ ଅଭିଯୋଗ ଶୁଣାଣୀ ହୋଇଥିବା ସହ ୩୬ ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ୩କୋଟି ୮୮ ଲକ୍ଷ ରୂଣ ପ୍ରଦାନ କରା ଯାଇଥିବା ସୂଚନା ଦେଇଛନ୍ତି କୋରାପୁଟ ଜିଲ୍ଲାପାଳ।
Share
Read More News
T & C
Privacy Policy
Contact Us
Your browser does not support JavaScript!