Install App
harishbhoi
This browser does not support the video element.
ଅମ୍ବାଭୋନା: କୁଠାରପାଲୀ ଗ୍ରାମର ତ୍ରିବେଣୀ ଛକରେ ନୂତନ କଲ୍ୟାଣ ମଣ୍ଡପ ର ଶୁଭ ଭିତ୍ରିଆ ସ୍ଥାପନ କଲେ ଭଟଲୀ ବିଧାୟକ
Ambabhona, Bargarh (Baragarh) | Aug 23, 2025
ଅମ୍ବାଭୋନା ବ୍ଲକ ଅନ୍ତର୍ଗତ କୁଠାରପାଲୀ ଗ୍ରାମର ତ୍ରିବେଣୀ ଛକ ରେ ଆଜି 5 PM. ନୁତନ କଲ୍ୟାଣ ମଣ୍ଡପ ର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଭଟଲୀ ବିଧାୟକ ଶ୍ରୀଯୁକ୍ତ ଈରାସିସ ଆଚାର୍ଯ୍ଯ । ଏଥିସହିତ ଗ୍ରାମର ମାଁ ଘଣ୍ଟେଶ୍ଵରୀ ଙ୍କ ଦର୍ଶନ କରି ଆଶିଷ ଭିକ୍ଷା କଲେ ।
Share
Read More News
T & C
Privacy Policy
Contact Us
Your browser does not support JavaScript!