This browser does not support the video element.
ଧରାକୋଟ: ଜାନିବିଲି ଗ୍ରାମ ନିକଟ କେନାଲ ରେ ଭାସି ଯାଇ ମହିଳା ମୃତ
Dharakote, Ganjam | Sep 10, 2025
ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ଜାନବିଲି ଗ୍ରାମର ଶଙ୍କର ବିଷୋୟୀ ଙ୍କ ସ୍ତ୍ରୀ ରୁନା ବିଷୋୟୀ ଆଜି ସକାଳୁ ନିକଟସ୍ଥ ଋଷିକୂଲ୍ୟା କେନାଲକୁ ଗାଧୋଇବା ପାଇଁ ଯାଇଥିବା ବେଳେ ଅସାବଧାନତା ବଶତଃ ଖସି ଯାଇ ଭାସି ଯାଇଥିଲେ । ଏହି ଘଟଣା ଜାଣିବା ପରେ ଘର ଲୋକେ ଧରାକୋଟ ଦମକଳ ବାହିନୀ କୁ ଖବର ଦେବାପରେ ଦମକଳ ବାହିନୀ ତାଙ୍କୁ ଉଦ୍ଧାର କରି ଧରାକୋଟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରିଥିଲେ ।