This browser does not support the video element.
ପାରଳାଖେମୁଣ୍ଡି: କେନ୍ଦୁଝର ଜିଲ୍ଲାରେ ରାଜ୍ୟ ସ୍ତରୀୟ ତାଇକୋନଡୁ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରି ଗଜପତି ଜିଲ୍ଲାର ଗୌରବ ରଖିଲେ ଖେଳାଳୀ
Paralakhemundi, Gajapati | Sep 12, 2025
କେନ୍ଦୁଝର ଜିଲ୍ଲାରେ ରାଜ୍ୟ ସ୍ତରୀୟ ତାଇକୋନଡୁ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରି ଗଜପତି ଜିଲ୍ଲାର ଗୌରବ ରଖିଲେ ଖେଳାଳୀ । ଚଳିତ ମାସ ତା ୧୧/୦୯/୨୦୨୫ ଓ ୧୨/୦୯/୨୦୨୫ ତାରିଖରେ କେନ୍ଦୁଝର ଜିଲ୍ଲାର ବଡ଼ବିଲ ସ୍ଥିତ ପୌର ପାଳିକା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ରାଜ୍ୟ ସ୍ତରୀୟ ତାଇକୋନଡୁ ପ୍ରତିଯୋଗୀତା ଅନୁଷ୍ଠିତ ହୋଇ ଥିଲା । ଏହି ପ୍ରତିଯୋଗିତାରେ ଗଜପତି ଜିଲ୍ଲାରେ ଥିବା ୨୩ ବର୍ଷର ଅନୁଷ୍ଠାନ “ଜିଲ୍ଲା ତାଇକୋନଡୁ ଏକାଡ଼େମୀ”ର ୦୭ ସେପ୍ଟେମ୍ୱର ୨୦୨୫ ତାରିଖରେ ପାରଳାଖେମୁଣ୍ଡି ସ୍ଥିତ ଆର.ଏମ୍.ସି. ଠାରେ ଜିଲ୍ଲା ସ୍ତରୀୟ ତାଇକୋନଡୁ ପ୍ରତିଯୋଗୀତାରୁ ମନୋନୀତ ହୋଇ, ରାଜ୍ୟ ସ୍ତରୀୟ ତ