Download Now Banner

This browser does not support the video element.

ଦେବଗଡ: କୁଣ୍ଡାପିଠା ଗ୍ରାମରେ ମା କଳାପାଟ କପ ଫୁଟବଲ ପ୍ରତିଯୋଗିତା ଉଦଯାପିତ, ଓମ ସାଇ କ୍ଲବ କଲା ଚମ୍ପିୟାନ

Debagarh, Debagarh (Deogarh) | Oct 5, 2025
ଦେବଗଡ ଜିଲ୍ଲା ବସାଲଇ ପଂଚାୟତ କୁଣ୍ଡାପିଠା ଗ୍ରାମରେ ବାମଣ୍ଡା ଅଗ୍ରଗତୀ କ୍ଲବ ପକ୍ଷରୁ ଗତ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ମା କଳାପାଟ କପ ଫୁଟବଲ ଟୁର୍ଣ୍ଣାମେଂଟ ରବିବାର ସନ୍ଧ୍ୟା ପ୍ରାୟ ୬ ଟାରେ ଉଦଯାପିତ ହୋଇଯାଇଛି । ୧୬ ଟି ଦଳକୁ ନେଇ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଂଟର ଫାଇନାଲ ମ୍ୟାଚରେ ବାପୁଜୀ କ୍ଲବ ବାଲିନାଲି ଦଳକୁ ୨-୧ ଗୋଲରେ ପରାସ୍ତ କରି ଓମ ସାଇ କ୍ଲବ କଲା ଚମ୍ପିୟାନ ହୋଇଛି । ରେଫରୀ ଭାବେ ଅରୁଣ ଭୋଇ, ଅଶ୍ୱିନୀ ମେହେର, ରୋଶନ ଖାନ ଏବଂ ପଞ୍ଚାନନ ପାତ୍ର ଟୁର୍ଣ୍ଣାମେଂଟ ପରିଚାଳନା କରିଥିଲେ ।
Read More News
T & CPrivacy PolicyContact Us