Download Now Banner

This browser does not support the video element.

ତଲସରା: ମହାବୀର ପାହାଡ଼ ତଳ ଜଙ୍ଗଲରେ ୨୩ ଟିକିଆ ଝାରଖଣ୍ଡି ବଣୁଆ ହାତୀ ପଲ ଭିଡ଼ିଓ ହେଲା ଭାଇରାଲ

Talasara, Sundargarh | Aug 24, 2025
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ ବଡ଼ଗାଁ ବ୍ଳକର ସୀମାନ୍ତ ରେ ରହିଥିବା ମହାବୀର ପାହାଡ଼ ତଳ ଜଙ୍ଗଲରେ ଆଜି ୨୩ ଟିକିଆ ଝାରଖଣ୍ଡି ବଣୁଆ ହାତୀ ପଲ ରହିଥିବା ବେଳେ ଏହି ହାତୀ ପଲ ର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ବଡ଼ଗାଁ ରେଞ୍ଜର ପ୍ରଦିପ କୁମାର ଭୁତିଆ ଏହି ବଣୁଆ ହାତୀ ପଲ ଉପରେ ନଜର ରଖିଥିବା ସୂଚନା ପ୍ରଦାନ କରିଛନ୍ତି।
Read More News
T & CPrivacy PolicyContact Us