Install App
harishbhoi
This browser does not support the video element.
ଅମ୍ବାଭୋନା: କୁରୁମକେଲ, ରେଙ୍ଗାଲୀ ଓ ଭୁତୁଲୀ ବିସ୍ଥାପନ ପରେ ଗ୍ରାମକୁ ଠିକ ହିସାବରେ ଜଳଯୋଗାଣର ହୋଇପାରୁନଥିବା ଯୋଗୁଁ ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ
Ambabhona, Bargarh (Baragarh) | Sep 13, 2025
ଅମ୍ବାଭୋନା ବ୍ଲକ ଅନ୍ତର୍ଗତ କୁରୁମକେଲ, ରେଙ୍ଗାଲି ଓ ଭୁତୁଲୀ ଗ୍ରାମ ବିସ୍ଥାପିତ ହେଲାପରେ ନୁତନ କଲୋନୀ ଓ ନିକଟସ୍ଥ କ୍ଷଣସ୍ଥାୟୀ ବିସ୍ଥାପିତ କଲୋନୀ କୁ ମଧ୍ଯ ପିଇବା ପାଣିର ଯୋଗାଣ ଠିକ ହିସାବରେ ହେଇପାରୁନଥିବା ଯୋଗୁଁ ହନ୍ତସନ୍ତ ହେଉଛନ୍ତି ଗ୍ରାମବାସୀ । ଆଜି ଏ ସଂପର୍କିତ ଅପରାହ୍ନ 3 PM.ରେ ନିଆଯାଇଥିବା ଦେଖନ୍ତୁ ମତାମତ
Share
Read More News
T & C
Privacy Policy
Contact Us
Your browser does not support JavaScript!