This browser does not support the video element.
ପାରଳାଖେମୁଣ୍ଡି: ମୋହନା ବ୍ଲକ କାର୍ଯ୍ୟାଳୟ ସଭାଗୃହ ରେ ପରିବେଶ ଓ ଜଳବାୟୁ ପରିବର୍ତ୍ତନ କୁ ପ୍ରଶିକ୍ଷଣ
Paralakhemundi, Gajapati | Aug 30, 2025
ମୋହନା ବ୍ଲକ କାର୍ଯ୍ୟାଳୟ ସଭାଗୃହ ରେ ପରିବେଶ ଓ ଜଳବାୟୁ ପରିବର୍ତ୍ତନ କୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଦିନ ଦୁଇ ଘଣ୍ଟ ସମୟରେ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ରେ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ରୁ କିପରି ସମସ୍ୟା ହେଉଛି ତାହା ଗାଁ ଗାଁ ରେ କିପରି ସମାଧାନ କରିହେବ ତାହା ପ୍ରଶିକ୍ଷଣ ଦିଆ ଯାଇଥିଲା। ପ୍ରାକୃତିକ ବିପଦ ଯେପରିକି ଝଡ଼, ବନ୍ୟା, ଖରା ସମୟରେ ଗ୍ରାମ ପଞ୍ଚାୟତ ର ଭୂମିକା କିଭଳି ରହିବ ଓ ତାହା ଆଲୋଚନା କରାଯାଇଥି