Download Now Banner

This browser does not support the video element.

ଝାରସୁଗୁଡା: ବନ୍ଧବାହାଲ ରେ ବିଘ୍ନ ବିନାଶକ ଗଜାନନ ଙ୍କ ବିସର୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି

Jharsuguda, Jharsuguda | Sep 1, 2025
ବନ୍ଧବାହାଲ ରେ ବିଘ୍ନ ବିନାଶକ ଗଜାନନ ଙ୍କ ବିସର୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଝାରସୁଗୁଡା ଜିଲ୍ଲା ବନ୍ଧବାହାଲରେ ଗତ ୨୭ ତାରିଖ ରୁ ସମ୍ପୂର୍ଣ ରୀତିନିତୀରେ ଗଣେଶ ପୂଜା ଅନୁଷ୍ଠିତ ହୋଇଥିବାବେଳେ ଆଜି ଭଷାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଆଜି ସୋମବାର ଅପରାହ୍ନ ୫ ଟା ରୁ ରାତି ୮ ଟା ଯାଏଁ ଭବ୍ୟ ଶୋଭାଯାତ୍ରା କରି ବିଘ୍ନ ବିନାଶକଙ୍କୁ ବିଦାୟ ଦେଇଛନ୍ତି ବନ୍ଧବାହାଲବାସୀ l ଘଣ୍ଟ ଶଙ୍ଖ, ବଜାର ତାଳେ ତାଳେ ଗଜାନଙ୍କ ପ୍ରତିମୂର୍ତ୍ତି ଧରି ଶ୍ରଦ୍ଧାଳୁ ମାନେ ସହର ପରିକ୍ରମା କରିବା ସହ ବିଘ୍ନ ବିନାଶକଙ୍କ ନିକଟରେ ଯିବ ଜଗତ ର କଲ୍ୟାଣ କାମନା କରିଛନ୍ତି l
Read More News
T & CPrivacy PolicyContact Us