Install App
shantanupanda7
This browser does not support the video element.
ବଡସାହି: ଗଡଗଡିଆ ସ୍ଥାୟୀ ଚାରା ଉତ୍ପାଦନକେନ୍ଦ୍ରରେ ମା'ପାଇଁ ଗଛଟିଏ କାର୍ଯ୍ୟକ୍ରମକୁ ଉଦଘାଟନ କଲେ ଡ଼ିଏଫଓ, ଏସଡ଼ିପିଓ ଏବଂ ବିଡ଼ିଓ ପ୍ରମୁଖ ଅଧିକାରୀ
Barsahi, Mayurbhanj | Sep 4, 2025
ବୈଶିଙ୍ଗାଥାନା ଅଧୀନ ଗଡ଼ଗଡିଆସ୍ଥିତ ସ୍ଥାୟୀଚାରା ଉତ୍ପାଦନ କେନ୍ଦ୍ରରେ ମା'ପାଇଁ ଗଛଟିଏ କାର୍ଯ୍ୟକ୍ରମକୁ ଗୁରୁବାର ଅପରାହ୍ନ ୪ଟାରେ ଉଦଘାଟନ କଲେ ବାରିପଦା ବନଖଣ୍ଡ ଅଧିକାରୀ, ଏସ ଡିପିଓ, ବିଡିଓ l ବେତନଟୀ ରେଞ୍ଜର ମନୁ୍ୱର ଖାଁଙ୍କ ସଂଯୋଜନା ଏବଂ ପରିଚାଳନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଡିଏଫଓ ଗୋବିନ୍ଦଚନ୍ଦ୍ର ବିଶ୍ୱାଳ, ବେତନଟୀ ଏସଡିପିଓ ଏବଂ ବେତନଟୀ ବିଡ଼ିଓ ଯୋଗ ଦେଇଥିଲେ l
Share
Read More News
T & C
Privacy Policy
Contact Us
Your browser does not support JavaScript!