This browser does not support the video element.
ନୂଆପଡା: ନୂଆପଡା ଗ୍ରାମର ଭାଲୁ ଆକ୍ରମଣରେ ମହିଳା ଗୁରୁତ୍ୱର
Nuapada, Nuapada | Sep 1, 2025
ସିନାପାଲି ବ୍ଲକ ଅନ୍ତର୍ଗତ ନୂଆପଡା ଗ୍ରାମର ଜଣେ ମହିଳା ଭାଲୁ ଆକ୍ରମଣରେ ଗୁରୁତ୍ୱର ହୋଇଥିବା ଜଣାପଡିଛି। ଗୁରୁତ୍ୱର ମହିଳା ଜଣକ ହେଲେ ମଙ୍ଗଲେ ବାଗ (୫୦)। ପ୍ରକାଶ ଯୋଗ୍ୟଯେ ଆଜି ଭୋର ୫ ଟାରେ ମହିଲା ଜଣକ ଶୌଚ ପାଇ ଯାଇଥିବା ବେଳେ ହଟାତ ଭାଲୁ ଆକ୍ରମଣ କରିଥିଲା। ମହିଳା ଜଣକ ଚିକ୍ତାର କରିବାରୁ ଗ୍ରାମବାସୀ ଯାଇ ଉଦ୍ଧାର କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ଭବାନିପାଟଣା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।