Download Now Banner

This browser does not support the video element.

ପରଜଙ୍ଗ: ଢେଙ୍କାନାଳ ନୂତନ ବିଜେଡି ଜିଲା ସଭାପତି ନୃସିଂହ ସାହୁଙ୍କୁ ଶୁକ୍ରବାର ୧୨ଟାରେ ଡିହଡୋଳ ଠାରେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଲେ

Parajang, Dhenkanal | Sep 5, 2025
ଢେଙ୍କାନାଳ ନୂତନ ବିଜେଡି ଜିଲା ସଭାପତି ନୃସିଂହ ସାହୁଙ୍କୁ ଶୁକ୍ରବାର ୧୨ଟାରେ ଡିହଡୋଳ ଠାରେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଲେ କାମାକ୍ଷାନଗର ବ୍ଲକ ଅଧ୍ୟକ୍ଷଙ୍କ ସମେତ ଅନ୍ୟମାନେ ।ଢେଙ୍କାନାଳ ଜିଲ୍ଲାର ବିଜେଡିର ନୂତନ ଭାବରେ ଜିଲା ସଭାପତି ଭାବରେ ପରଜଙ୍ଗର ପୂର୍ବତନ ବିଧାୟକ ନୃସିଂହ ସାହୁଙ୍କ ନାମ ଘୋଷଣା ପରେ ଶୁକ୍ରବାର ଡିହଡୋଳ ସ୍ଥିତ ତାଙ୍କ ବାସ ଭବନରେ ଶୁକ୍ରବାର କାମାକ୍ଷାନଗର ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁଙ୍କ ସମେତ ଅନ୍ୟମାନେ ଯାଇ କଲେ ସ୍ୱାଗତ ସମ୍ବର୍ଦ୍ଧନା।
Read More News
T & CPrivacy PolicyContact Us