This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରଜ କୁଆଁସ ରେ ବାବା ଗଜାନନ ଙ୍କ ପୂଜା କମିଟି ପକ୍ଷରୁ ରକ୍ତଦାନ ଶିବିର କୁ ଉଦଘାଟନ କଲେ ବିଧାୟକ ସଂଜୀବ ମଲ୍ଲିକ
Bhadrak Rural, Bhadrak | Sep 12, 2025
ଭଦ୍ରକ ପୌରପାଳିକା ୧୬ ନମ୍ବର ୱାର୍ଡ ରେ ଅଗ୍ରପୂଜ୍ୟ ବିଘ୍ନରାଜ ବାବା ଗଜାନନ ପୂଜା କମିଟି ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିରର ଉଦ୍ଘାଟନ ହୋଇଯାଇଛି, ଏହି ଶିବିର କୁ ଭଣ୍ଡାରିପୋଖରୀ ବିଧାୟକ ସଂଞ୍ଜିବ ମଲ୍ଲିକ ଆଜି ଦିନ 2 ଟାରେ ଯୋଗଦେବା ସହ 100 ବର୍ଷରୁ ଉର୍ଧ୍ଵ ଏହି ପୂଜା ହୋଇଆସୁଥିବାରୁ କମିଟି ର ସଦସ୍ୟ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି,ପ୍ରଥମେ ବାବା ଗଜାନନକୁ ଦର୍ଶନ କରି କୃପା ଲାଭ କରିବା ସହ ରକ୍ତ ଦାତା ମାନଙ୍କୁ ସାଧୁବାଦ ଜ୍ଞାପନ କରିଛନ୍ତି ବିଧାୟକ ଶ୍ରୀ ମଲ୍ଲିକ,ଏହି କାର୍ଯ୍ୟକ୍ରମ ରେ ପାରିଷଦ ଆଶିଷ ଅମିତାଭ ମହାପାତ୍ର ଉପସ୍ଥିତ ଥିଲେ