Download Now Banner

This browser does not support the video element.

ଓରିଏଣ୍ଟ: ବେଲପାହାଡ ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ କାର୍ଯ୍ୟବନ୍ଦ କରି ଧାରଣାରେ ବସିଲେ ସଫେଇ କର୍ମଚାରୀ ମାନେ

Orient, Jharsuguda | Sep 27, 2025
ଝାରସୁଗୁଡା ଜିଲ୍ଲା ବେଲପାହାଡ ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ କାର୍ଯ୍ୟବନ୍ଦ କରି ଧାରଣାରେ ବସିଲେ ସଫେଇ କର୍ମଚାରୀ ମାନେ l ଆଜି ପୂର୍ବାହ୍ନ ୧୦ ଟା ରୁ ଅପରାହ୍ନ ୪ ଟା ଯାଏଁ ଏହି ସଫେଇ କର୍ମଚାରୀ ମାନେ ଧରଣା ଦେଇଛନ୍ତି l ଧାରଣା ଦେଇଥିବା ସଫେଇ କର୍ମଚାରୀମାନେ କହିଛନ୍ତି ତିନି ମାସ ହେଲାଣି ସେମାନେ ଦରମା ପାଇନାହାନ୍ତି l ରାଜ୍ୟସରକାର ଦୂର୍ଗାପୂଜାକୁ ଆଖି ଅଗରେ ରଖି ରାଜ୍ୟ କର୍ମଚାରୀ ମାନଙ୍କ ଦରମା ଆଗୁଆ ଦେଇଛନ୍ତି । କିନ୍ତୁ ସେହି କ୍ଷେତ୍ରରେ ବେଲପାହାଡ଼ ପୌରପରିଷଦର ଅବହେଳା ଓ ବିଗତ ଦିନରେ ହୋଇଥିବା ଦୁଃର୍ନିତୀ ପାଇଁ ଏହ ସଫେଇ କର୍ମଚାରୀ ମାନେ ବଳି ପଡ଼ିଛନ୍ତି ।
Read More News
T & CPrivacy PolicyContact Us