Download Now Banner

This browser does not support the video element.

ଭୋଗରାଇ: ଚନ୍ଦନେଶ୍ୱର ସମେତ ଭୋଗରାଇରେ ବିଭିନ୍ନ ଜାଗାରେ ମୃମୟୀ ମୃତ୍ତି ପାଖରେ ମହା ସପ୍ତମୀ ପାଳିତ

Bhograi, Balasore | Sep 29, 2025
ଧରା ପୃଷ୍ଠରେ ଧରା ବତରଣ କରିଛନ୍ତି ଜଗତଜନନୀ ମାଆ ଦୁର୍ଗା । ତାଙ୍କ ଆଗମନରେ ହସି ଉଠୁଛି ପୁରା ସଂସାର । ସୁସଜିତ ହୋଇ ଝଲସି ଉଠୁଛି ସବୁ ଆଡ଼େ ମାଆଙ୍କ ମଣ୍ଡପ। ପୀଠରେ ଆଜି ମହାଷ୍ଟମୀ ପାଳିତ ହଉଥିବା ବେଳେ ମୃମୟୀମୃତ୍ତି ପାଖରେ ଆଜି ମହାସପ୍ତମୀ ପାଳନ ହେଉଥିବା ବେଳେ ବାଲେଶ୍ଵର ଭୋଗରାଇ ଚନ୍ଦନେଶ୍ୱର ଦୁର୍ଗାପୂଜା ମଣ୍ଡପ ରେ ସକାଳୁ ସକାଳୁ ମାଆଙ୍କ ଘଟ ଉତ୍ତୋଳନ କାର୍ଯ୍ୟକ୍ରମ ପରେ ମହାସପ୍ତମୀ ନୀତିକାନ୍ତି ଆରମ୍ଭ ହୋଇଛି ।
Read More News
T & CPrivacy PolicyContact Us